Latest Odisha News
Browsing Tag

Sarala Award

ପ୍ରସନ୍ନ ପାଟ୍ଟଶାଣୀଙ୍କୁ ୨୨ତମ ସାରଳା ଦାସ ସମ୍ମାନ

ଭୁବନେଶ୍ୱର : ଆଦିକବି ସାରଳା ଦାସଙ୍କ ମହାପ୍ରୟାଣ ଦିବସରେ ସାରଳା ଆର୍ଟ ଏକାଡେମୀ ଟ୍ରଷ୍ଟ ପକ୍ଷରୁ ୨୨ତମ ସାରଳା ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଯାଇଛି।  ଏହି ଅବସରରେ ପୂର୍ବତନ ସାଂସଦ ତଥା କବି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ମର୍ଯ୍ୟାଦା ଜନକ ସାରଳା ଦାସ ସମ୍ମାନ ପ୍ରଦାନ କରାଯାଇଥିଲା। ଏହି…

‘ସାରଳା ସମ୍ମାନ’ ଲାଗି ମନୋନୀତ ହେଲେ ପ୍ରତିଭା ରାୟ

କଟକ: ପ୍ରସିଦ୍ଧ ଓଡିଆ ଲେଖିକା ପଦ୍ମଶ୍ରୀ ପ୍ରତିଭା ରାୟ ମର୍ଯ୍ୟାଦାଜନକ ‘ସାରଳା ସମ୍ମାନ’ ୨୦୧୮ ଲାଗି ମନୋନୀତ ହୋଇଛନ୍ତି । ସୂଚନାନୁଯାୟୀ ଆସନ୍ତା ଡିସେମ୍ବର ୮ ତାରିଖରେ ସାରଳା ଭବନରେ ଆୟୋଜିତ ସାରଳା ସାହିତ୍ୟ ସଂସଦର ୩୮ତମ ବାର୍ଷିକ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ।…