ଶଶିକଳାଙ୍କ ବିରୋଧରେ ମାମଲା ରୁଜୁ କଲେ ଏଆଇଡିଏମ୍କେ ନେତା ସିଭି ଶାନମୁଗାମ
ନୂଆଦିଲ୍ଲୀ: ଶଶିକଳାଙ୍କ ବିରୋଧରେ ମାମଲା ରୁଜୁ କଲେ ପୂର୍ବତନ AIADMK ନେତା ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ସିଭି ଶାନମୁଗାମ। ମନ୍ତ୍ରୀଙ୍କ ଅଭିଯୋଗ ଆଧାରରେ ତାମିଲନାଡୁର ଭିଲୁପୁରମ୍ ଜିଲ୍ଲାରେ ଭି.କେ ଶଶିକଳାଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି।
ମନ୍ତ୍ରୀ କହିଛନ୍ତି ଯେ ଶଶିକଳା…