ଆଜିଠୁ ଖୋଲିଲା ସ୍କୁଲ, କଟକଣା ଭିତରେ ପାଠ ପଢ଼ିବେ ପିଲା
ନୂଆଦିଲ୍ଲୀ: ଦେଶରେ ଆଜିଠୁ ଖୋଲିଲା ସ୍କୁଲ । କଟକଣା ଭିତରେ ଛାତ୍ରଛାତ୍ରୀ ସ୍କୁଲ ଆସିବେ । ପାଠ ମଧ୍ୟ ପଢ଼ିବେ । କରୋନା କଟକଣା ଭିତରେ ଦେଶରେ ଲାଗୁ ହୋଇଛି ଅନ୍ଲକ୍-୪ । ଅନ୍ଲକ୍-୪ ଗାଇଡଲାଇନ୍ ଅନୁଯାୟୀ ଦେଶର କେତେକ ସ୍ଥାନରେ ଆଜିଠାରୁ ସ୍କୁଲ ଖୋଲିଛି । କୋଭିଡ କଟକଣା ସହିତ ଆସାମ,…