କୋଭିଡ୍ ନିୟମ ଉଲ୍ଲଂଘନ; ସିଲ୍ ହେଲା ରାଜଧାନୀର ସାଲନ୍ ଓ ଦୋକାନ
ଭୁବନେଶ୍ୱର: ସୋମବାର କୋଭିଡ୍ ନିୟମ ଉଲ୍ଲଂଘନ କରିଥିବାରୁ କଳିଙ୍ଗନଗର ଏବଂ ସିଆର୍ପି ଛକରେ ଥିବା ଏକ ସାଲନନ୍ ଏବଂ ଦୋକାନକୁ ସିଲ୍ କରିଛି ବିଏମ୍ସି।
ଜୁନ୍ ୩୦ ରେ ଅନଲକ୍ ଘୋଷଣା କରିବା ବେଳେ ରାଜ୍ୟ ସରକାର ସ୍ପଷ୍ଟ ଭାବେ କହିଥିଲେ ଯେ ଏହି ଅବଧିରେ ବିୟୁଟି ପାର୍ଲର, ସପିଂ ମଲ୍ ଏବଂ…