ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲ -୧୨ର ସୁଟିଂ !
ମୁମ୍ବାଇ: କରୋନା କଟକଣା ମଧ୍ୟରେ ଆରମ୍ଭ ହେଲା ଇଣ୍ଡିଆନ୍ ଆଇଡଲର ନୂଆ ସିଜିନ୍ର ସୁଟିଂ । ଗୁରୁବାର ସୁଟିଂ ଆରମ୍ଭ ହୋଇଥିଲାବେଳେ ସମସ୍ତ ଜଜ୍ ପ୍ରତିଯୋଗୀଙ୍କ ଅଡିସନ୍ ନେବା ଆରମ୍ଭ କରିଛନ୍ତି । ମୁମ୍ବାଇର ଫିଲ୍ମ ସିଟିରେ ସିଙ୍ଗିଂ ରିୟାଲିଟି ସୋ'ର ଫାଇନାଲ ରାଉଣ୍ଡ ଅଡିସନରେ ହିମେଶ ରେଶମିୟାଁ,…