ସେପ୍ଟେମ୍ବର ୧୪ରୁ ସଂସଦର ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ: ମହାମାରୀ କରୋନା ଭିତରେ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ସେପ୍ଟେମ୍ବର ୧୪ରୁ ଏହି ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୧ ଯାଏ ଚାଲିବ । ଏନେଇ ଏକ ସୂତ୍ରରୁ ଜଣାପଡିଛି । ଚଳିତ ଅଧିବେଶନରେ ସଂସଦର ଉଭୟ ଗୃହ ବିନା ଅଫ୍ ଡେ’ରେ ଚାଲିବ । ଅର୍ଥାତ୍ ଶନିବାର ଓ ରବିବାର ଛୁଟି…