ଧାରାବାହିକ ଉପନ୍ୟାସ : ତଥାପି ଅପେକ୍ଷା ( ୨ )
ବନ୍ଦିତା ଦାଶଙ୍କ ଧାରାବାହିକ ଉପନ୍ୟାସ ‘ତଥାପି ଅପେକ୍ଷା’ : ଭାଗ ୨
ଚନ୍ଦ୍ରାର କାମସରେ ଠିକ୍ ଦିନ ଏଗାରଟାରେ। ସକାଳ ଜଳଖିଆ ବନେଇବାକୁ ପଡେ ତା'କୁ। ଆଣ୍ଟିଙ୍କୁ ଖୁଆଏ ସେ । ପ୍ରତ୍ୟେକ ଦିନ ନୂଆନୂଆ ଖାଦ୍ୟ ପରଷିଦିଏ। ବାକି ରହିଲା ଛୋଟମୋଟ କାମ। ଲ୍ୟାପି ଖୋଲି ଡ୍ରଇଁ କରେଇବା, ଅଳ୍ପଅଳ୍ପ…