ରୂପାରେ ଝଲସିବ ଶ୍ରୀମନ୍ଦିର ଦ୍ୱାର
ପୁରୀ: ରୂପାରେ ଝଲସିବ ଶ୍ରୀମନ୍ଦିର । ବଡଦେଉଳରେ ଲାଗିବ ରୂପା ଦ୍ୱାର । ସାତଟି ଦ୍ୱାରରେ ରୂପାରେ ଝଲସିବ । ଶ୍ରୀମନ୍ଦିର ଭିତର ଓ ବାହାର ଚାରି ଦ୍ୱାର ଓ କବାଟର ମରାମତି କରାଯିବ । ଏହି ମରାମତି ସମୟରେ ସମସ୍ତ ଦ୍ୱାରରେ ରୂପାର ଚାଦର ଦିଆଯିବ । ମନ୍ଦିରର ସିଂହଦ୍ୱାର, ଜୟ ବିଜୟ ଦ୍ୱାର, କଳାହାଟ…