Latest Odisha News
Browsing Tag

Severe Cold Wave Alert

ରାଜ୍ୟରେ ଆଉ ୪ ଦିନ ଜାରି ରହିବ ଶୀତ ଲହରୀ, ୨ରୁ ୪ ଡିଗ୍ରୀ ଯାଏ ଖସିବ ରାତି ତାପମାତ୍ରା

ଭୁବନେଶ୍ୱର: ଆସନ୍ତା ୪ ଦିନ ଯାଏ ରାଜ୍ୟରେ ଶୀତ ଲହରୀ ଜାରି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ୧୦ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ଜାରି ରହିବ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଯାଏ ଖସିବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।…

ଜାଡ଼ ଭାଙ୍ଗି ଦେଉଛି ହାଡ଼: ରାଜ୍ୟର ଏସବୁ ଜିଲ୍ଲାରେ ପ୍ରବଳ ଶୀତ ଲହରି

ଭୁବନେଶ୍ୱର: ଶୀତ ଚାଦର ଭିତରେ ଥରୁଛି ଓଡ଼ିଶା । ପାରଦ ଖସୁଛି । ବଢୁଛି ଥଣ୍ଡା । ରାଜ୍ୟରେ ପ୍ରବଳ ଶୀତ ଲହରି । ଫୁଲବାଣୀରେ ୪ଡିଗ୍ରୀକୁ ଖସିଛି ସର୍ବନିମ୍ନ ତାପମାତ୍ରା । ଅନୁଗୁଳରେ ତୀବ୍ର ଶୀତ ଲହରି । ଏନେଇ ପାଣିପାi ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଗୁଳ ସମେତ ଛଅଟି ଜିଲ୍ଲା…