ଟଙ୍କା ଖାଇ ଗୋଡ଼ାଏ
ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’
‘ଟଙ୍କା ମୁହଁ କରିଦିଏ ବଙ୍କା’ । ଏ ପ୍ରବାଦଟି କେବେଠୁ ଗଡିଆସୁଛି । ଟଙ୍କା କେବଳ ଏକ ମାଧ୍ୟମ । କାଗଜରେ ଛପାଟଙ୍କା କି ଧାତୁରେ ତିଆରି ଟଙ୍କାପଇସାମାନେ ସବୁବେଳେ ଚାହାଁନ୍ତି – ଏ ପକେଟରୁ ସେ ପକେଟ ଏ ମୁଣିରୁ ସେ ମୁଣି ଏ ଆଲମାରିରୁ ସେ…