Latest Odisha News

BREAKING NEWS

Browsing Tag

shabdtunir

ଟଙ୍କା ଖାଇ ଗୋଡ଼ାଏ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ ‘ଶବ୍ଦ ତୂଣୀର’ ‘ଟଙ୍କା ମୁହଁ କରିଦିଏ ବଙ୍କା’ । ଏ ପ୍ରବାଦଟି କେବେଠୁ ଗଡିଆସୁଛି । ଟଙ୍କା କେବଳ ଏକ ମାଧ୍ୟମ । କାଗଜରେ ଛପାଟଙ୍କା କି ଧାତୁରେ ତିଆରି ଟଙ୍କାପଇସାମାନେ ସବୁବେଳେ ଚାହାଁନ୍ତି – ଏ ପକେଟରୁ ସେ ପକେଟ ଏ ମୁଣିରୁ ସେ ମୁଣି ଏ ଆଲମାରିରୁ ସେ…

ଆନ୍ଦୋଳନ ଚାଲୁରଖ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ "ଶବ୍ଦ ତୂଣୀର"  ସମ୍ବାଦପତ୍ର ପୃଷ୍ଠା ଖୋଲିଲେ କି ଟିଭି ଦେଖିଲେ ସଭାସମିତି, ଘେରାଉ, ଆନ୍ଦୋଳନ, ବିକ୍ଷୋଭ ପଢୁପଢୁ ଦେଖୁଦେଖୁ ଦଫାଶେଷ । ୟା-ବାଦେ ପୁଣି ସେକ୍ସ, ରେପ୍‌, ମର୍ଡର, ଚୋରୀ, ଡକାୟତୀ, ରାହାଜାନୀ, ଅପହରଣ, ଘୋଟେଲା, ଖେଳ, ବ୍ୟବସାୟ, ସିନେମା,…

ସାହିତ୍ୟରେ ଶାନ୍ତିଭଙ୍ଗ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ଦିନକର ଘଟଣା । ବଙ୍ଗଳାରେ ସାହିତ୍ୟ ପ୍ରତି ସାଧାରଣ ଲୋକଙ୍କର ପ୍ରବଳ ଆଗ୍ରହ ରହିଆସିଛି କେଉଁକାଳରୁ । ପ୍ରତିବର୍ଷ ଦୁର୍ଗାପୂଜାରେ ଅନେକ ପ୍ରକାଶକ ଅନେକ ଲେଖକଙ୍କର ପୁସ୍ତକ ପ୍ରକାଶନ କରନ୍ତି । ଲୋକମାନଙ୍କର ମଧ୍ୟ ପୂଜା ବଜେଟରେ ପୁସ୍ତକ…

ସାହିତ୍ୟକ୍ଷେତ୍ର : ଧର୍ମକ୍ଷେତ୍ର ନା ଯୁଦ୍ଧକ୍ଷେତ୍ର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…    ରସିକ ରାଜ୍ୟ ହିସାବରେ ଓଡିଶାର ପଟାନ୍ତର ପୃଥିବୀରେ ବିରଳ । ଏଠି ବିଳାସ ଓ ସମ୍ଭୋଗରେ ଦିନ କଟିଯାଉଥିଲା । ଓଡ଼ିଶାର ସାହିତ୍ୟ ସୂଚନା ଦେଉଛି ଏଠି ମରୁଡ଼ି ନଥିଲା, ଭ୍ରଷ୍ଟାଚାର, ଦୁର୍ନୀତି ନଥିଲା, ହତ୍ୟା, ଲୁଣ୍ଠନ, ରାହାଜାନୀ,…

ସାମ୍ପ୍ରତିକ ସମୟରେ ସାହିତ୍ୟିକଙ୍କ ଜନବାଦୀ ଭୂମିକା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…    ସମୟ ଓ ସାହିତ୍ୟ ଯଥାକ୍ରମେ ଚେତନା ଓ ଚିତ୍ରଣ । ସମୟଚେତନାଠାରୁ ଯେଉଁ ସାହିତ୍ୟ ଯେତେ ସୁଦୂରବର୍ତ୍ତୀ , ତାହା ସେତେ ଅଦୂରଦର୍ଶୀ । ନିଜ ସମୟ, ନିଜ କାଳଖଣ୍ଡ, ନିଜ ଯୁଗର ଜାତକ ନଲେଖିପାରିଲେ ସାହିତ୍ୟିକଟିଏ କେବଳ ଏକ ସାମର୍ଥ୍ୟହୀନ…

ଦଳ ନୁହେଁ, ଦେଶ ବଡ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ : ଶବ୍ଦ ତୂଣୀର…  ମୂଲ୍ୟ ଓ ମୂଲ୍ୟବୋଧ ମଧ୍ୟରେ ଦ୍ୱନ୍ଦ୍ୱ ସଂଘାତ ସମାଜଜୀବନରେ ସଂପ୍ରତି ସୃଷ୍ଟି କରିଛି ଏକ ଶୋଚନୀୟ ଛନ୍ଦପତନ । ଅତୀତର ନୈତିକ ମୂଲ୍ୟବୋଧକୁ ପ୍ରତିମୁହୂର୍ତରେ ଆଘାତ ହାଣୁଛି ବର୍ତମାନର ରାଜନୈତିକ ଓ ଅର୍ଥନୈତିକ ଆଭିମୁଖ୍ୟ । ଯୋଜନାଗୁଡିକ…