କାହିଁକି ହୋଇଥିଲା ଶାହାରୁଖ୍ ଖାନ୍ ଏବଂ ଗୌରୀଙ୍କ ବ୍ରେକ୍ଅପ୍; ଆଉ କେମିତି ହେଲା ପ୍ୟାଚ୍ଅପ୍…
ମୁମ୍ବାଇ: କିଙ୍ଗ୍ ଖାନ୍ ଶାହାରୁଖ୍ ଖାନ ଏବଂ ଗୌରୀ ଖାନ୍ଙ୍କ ପ୍ରେମ କାହାଣୀ ବଲିଉଡ୍ର ସବୁଠାରୁ ଲୋକପ୍ରିୟ ପ୍ରେମ କାହାଣୀ ମଧ୍ୟରୁ ଗୋଟିଏ। ତେବେ ଆଜି ହେଉଛି ଗୌରୀଙ୍କ ୫୦ତମ ଜନ୍ମ ଦିନ।
୧୯୮୪ରେ ଗୌରୀ ଏବଂ ଶାହାରୁଖଙ୍କର ପ୍ରଥମ ଭେଟ ହୋଇଥିଲା। ଦୁହିଁଙ୍କ ସାକ୍ଷାତ ସମୟରେ…