ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ପାଇବେ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର’ ପୁରସ୍କାର
ଭୁବନେଶ୍ୱର: ଓଡିଶା ପାଇଁ ଗର୍ବ ଆଣିଛନ୍ତି ଜ୍ୟୋତିର୍ମୟୀ ଦାଶ । ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇଁ ଜ୍ୟୋତିଙ୍କ ସମେତ ୧୪ ଜଣଙ୍କୁ ଚୟନ କରାଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ଏମାନଙ୍କୁ ସମ୍ମାନିତ କରିବେ । ଏହି ପୁରସ୍କାର…