Latest Odisha News
Browsing Tag

Shehbaz Sharif

ସରିଫ ମାନିଲେ, ପାକିସ୍ତାନ ଏବେ ଭିକ ମାଗି ବଞ୍ଚିଛି, କଶ୍ମୀର ଏଜେଣ୍ଡା ପାଇଁ ସମ୍ବଳ ନାହିଁ

ଇସଲାମବାଦ: ପାକିସ୍ତାନ ଏବେ ଭିକାରୀ, ଏମିତି ସ୍ଥିତିରେ କଶ୍ମୀର ଏଜେଣ୍ଡାକୁ ଆମେ କାର୍ଯ୍ୟକାରୀ  କରିପାରିବୁ ନାହିଁ- କହୁ କହୁ ଏମିତି ବଡ କଥା କହିଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ । ନିଜେ ପ୍ରଧାନମନ୍ତ୍ରୀ ସ୍ୱୀକାର କରିଛନ୍ତି, ପାକିସ୍ତାନର ଆର୍ଥିକ ସ୍ଥିତି ସଙ୍କଟରେ । ଏକ…

ପାକିସ୍ତାନ ସମୁଦ୍ର ଭଳି ଦିଶୁଛି, ଆମକୁ ଟ୍ରିଲିୟନ୍ ଟଙ୍କା ଦରକାର: ପାକିସ୍ତାନ ପ୍ରଧାନମନ୍ତ୍ରୀ

କରାଚି: ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା । ଉଜାଡ଼ି ଦେଇଛି ସବୁକିଛି । ଜଳ ପ୍ରଳୟରେ ମୃତ୍ୟୁସଂଖ୍ୟା ୧୩୫୦କୁ ବୃଦ୍ଧି ପାଇଛି । ପାକିସ୍ତାନର ଏଭଳି ଦୁଃସ୍ଥିତିରେ ପୁଣି ଥରେ ଭାବପ୍ରବଣ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ । ଅନ୍ତର୍ଜାତୀୟ ସମୁଦାୟକୁ ସାହାଯ୍ୟ ମାଗି କହିଛନ୍ତି,…