ଏଏସଆଇ ସଂଗ୍ରହାଳୟ ସ୍ଥାନାନ୍ତରଣ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଚିଠିକୁ ଅଣଦେଖା
ଯାଜପୁର: ଯାଜପୁର ସହରର ପୌର କାର୍ଯ୍ୟାଳୟକୁ ଲାଗି ରହିଥିବା ଏଏସଆଇ ସଂଗ୍ରହାଳୟକୁ ବିପଦସଙ୍କୁଳ ଘୋଷଣା କରାଯାଇଛି । ତଥାପି ଏହାକୁ ସ୍ଥାନାନ୍ତର କରୁନାହିଁ ଏଏସଆଇ । ତିନି ତିନି ଥର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇକୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ । କିନ୍ତୁ ଏଏସଆଇ ଚୁପ୍ । …