ସିଲ୍ ହେଲା ତାରିଣୀ ବସ୍ତ୍ରାଳୟ, ୭୫ ହଜାର ଟଙ୍କାର ଫାଇନ୍
ଭୁବନେଶ୍ବର : ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଂଘନ । କୋଭିଡ ନିୟମ ଖିଲାପ ଅଭିଯୋଗରେ ସିଲ୍ ହୋଇଛି ଭୁବନେଶ୍ବର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟ । ଏଥିସହ ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଟଙ୍କା ଫାଇନ୍ ଆଦାୟ କରିଛି ବିଏମସି ।
ସୂଚନା ମୁତାବକ, ଦୋକାନର ପଛ ଗେଟ୍ ପଟେ…