ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୭୩
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବା । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଶୂନ୍ୟ ସ୍ୱରୂପରେ ହେଉ ଅବା ବିଗ୍ରହ ସ୍ୱରୂପରେ ହେଉ ଯେଉଁ ଭାବରେ ଉପାସନା କଲେ ବି ସେ ସର୍ବଦା ଭକ୍ତର ଭାବରେ ହିଁ ବନ୍ଧା ଥାଆନ୍ତି । ନିଜର ସ୍ୱତନ୍ତ୍ର…