ଗଳ୍ପ : ଅନ୍ଧକାରର ଅନୁଭୂତି
ଶ୍ରୀୟା
ମଧୁ- ଉଆଁସୀ ରାତିଟାରେ ଏକଲା ଛାତ ଉପରେ କାହିଁକି ବସିଛ ଯେ?
ବିକ୍ରମ- କଣ କାମ ଥିଲା କି ମୋ' ଠି? କହୁନ...
ମଧୁ- ନା, ନା.... ସେମିତି ନୁହେଁ ଯେ, ହେଲେ ବିକ୍ରମ, ଅନ୍ଧାରଟା କଣ ଏତେ ଭଲ ଲାଗେ, ତୁମକୁ?
ବିକ୍ରମ- ଅନ୍ଧାର ଗୋଟେ ଅନୁଭୂତି.....! ନିସ୍ତବ୍ଧ ଅମା ରଜନୀର…