ସରିଲା ଶୁଭ ମହୁରତ, ଆସୁଛି ନୂଆ ଫିଲ୍ମ “ଫେରିଲେ ମୁଁ ତୁମର”
ଭୁବନେଶ୍ୱର: ଓଲିଉଡରେ ଗୋଟିଏ ପରେ ଗୋଟିଏ ଫିଲ୍ମ ପାଇପ୍ ଲାଇନରେ ରହିଛି । ଏହି ଧାରାରେ ସାମିଲ ହୋଇଛି ବବି ମିଶ୍ରଙ୍କ ପ୍ରଯୋଜିତ ଫିଲ୍ମ ଫେରିଲେ ମୁଁ ତୁମର । ଆଜି ଭୁବନେଶ୍ୱରରେ ଏହି ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି ।
ଶୁଭ ମହୁରତ ଅବସରରେ ଫିଲ୍ମର ଷ୍ଟାରକାଷ୍ଟଙ୍କଠାରୁ ଆରମ୍ଭ…