କବିତା:ବାସରାତି
ଶୁଭଶ୍ରୀ ଶୁଭସ୍ମିତା ମିଶ୍ର
ତାର ସେ ନିରୀହ ହଳେ ଆଖି
ଯେ' ମୋତେ ଫ୍ରକ୍ ପିନ୍ଧା ଝିଅରୁ
ଅପରାଜିତା ଫୁଲଟେ କରିଦିଏ ,
ତାର ସେ ସଶକ୍ତ ପାପୁଲି
ଯେ ' ପେଣ୍ଡୁ ପରି ଫିଙ୍ଗି ମୋତେ ସମୁଦ୍ର ଫେଣକୁ
ଆଉ ଛାଣିଆଣେ ଓଦା ରୁଟି ଟେ ପରି
ତାର ସେ ଉତ୍ତପ୍ତ ଓଠ
ଯେ' ତତଲା କଡେଇରେ
ମାଛ…