Latest Odisha News
Browsing Tag

sidnaz

ପୁଣି ଏକାଠି ନଜର ଆସିବେ ସିଡ୍‌ନାଜ୍‌ଙ୍କ ଯୋଡି

ମୁମ୍ବାଇ: ବିଗ୍‌ ବସ୍‌ ୧୩ର ଫେମସ୍‌ ଯୋଡି ସିଦ୍ଧାର୍ଥ ଶୁକ୍ଲା ଓ ଶେହେନାଜ ଗିଲ୍‌ଙ୍କ ଫିଲ୍ମ ସିଲସିଲା ସିଡନାଜ କା ଆସନ୍ତାକାଲି ଭୁଟ୍‌ରେ ରିଲିଜ ହେବ। ଏନେଇ ସିଦ୍ଧାର୍ଥ ଶୁକ୍ଲା ଏବଂ ଶେହନାଜ ଗିଲଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଉତ୍ସାହିତ ଅଛନ୍ତି। ତାଙ୍କର ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର…

ଶେହ୍‌ନାଜଙ୍କ ସହ ବିବାହକୁ ନେଇ ଏମିତି କହିଲେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଜଣେ ପ୍ରଶଂସକଙ୍କ ସହ ଟ୍ୱିଟରରେ ଚାଟିଂ ସମୟରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଶେହନାଜ୍ ଗିଲଙ୍କୁ ବିବାହ କରିଥିବା ଖବରକୁ ନାକଚ କରିଦେଇଛନ୍ତି। ୨୦୧୯ରେ ବିଗ୍‌ ବସ୍‌ ୧୩ ତମ ସିଜନ୍ ଜିତିଥିଲେ ସିଦ୍ଧାର୍ଥ ଶୁକ୍ଲା। ଏହାପରେ ସାଥୀ ପ୍ରତିଯୋଗୀ ଶେହନାଜ୍ ଗିଲଙ୍କ ସହ ବନ୍ଧୁତା ପାଇଁ…