ଆଜି ନବମୀ; ଆସନ୍ତାକାଲି ସିନ୍ଦୁର ଖେଳରେ ବିଦାୟ ନେବେ ମାଆ !
ଭୁବନେଶ୍ୱର: ଅନ୍ତିମ ପର୍ଯ୍ୟାୟରେ ମାଆଙ୍କ ଶାରଦୀୟ ଦୁର୍ଗାପୂଜା । ବିଜୟାଦଶମୀରେ ମେଲାଣି ନେବେ ମାଆ ଦଶଭୁଜା । ପୁଣି ଅପେକ୍ଷା ଆଉ ଏକ ବର୍ଷକୁ।
ବଙ୍ଗୀୟ ପରମ୍ପରା ଅନୁସାରେ ଦେବୀଙ୍କୁ ମେଲାଣି ପୂର୍ବରୁ ସିନ୍ଦୁର ଖେଳର ଏକ ନିଆରା ପରମ୍ପରା ରହିଥାଏ। ସିନ୍ଦୁର ଖେଳି ମାଆଙ୍କୁ ମେଲାଣି…