ସମଲିଙ୍ଗୀ ଦମ୍ପତି କିଭଳି ପାଇବେ ସାମାଜିକ ସୁବିଧା, କେନ୍ଦ୍ରକୁ ପଚାରିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ଦେଇ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଛି । ହେଲେ ସମଲିଙ୍ଗୀ ଦମ୍ପତି ଅନ୍ୟ ଦମ୍ପତିଙ୍କ ଭଳି କିଭଳି ସମସ୍ତ ସୁବିଧା ସୁଯୋଗ ସମାଜରେ ପାଇବେ । ଏନେଇ କଣ ରାସ୍ତା ରହିଛି ବୋଲି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।…