ମାସ୍କ ଓ ସାମାଜିକ ଦୂରତା ପିଲାମାନଙ୍କର ପ୍ରତିରକ୍ଷା ପ୍ରଣାଳୀକୁ ଦୁର୍ବଳ କରିପାରେ; ରିପୋର୍ଟ
ନୂଆଦିଲ୍ଲୀ: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ହେଉଛି ବାଧ୍ୟତାମୂଳକ। ରାଜ୍ୟ ସରକାରଙ୍କଠାରୁ ଆରମ୍ଭ କରି କେନ୍ଦ୍ର ପର୍ଯ୍ୟନ୍ତ ବାରମ୍ବାର ଲୋକଙ୍କୁ ଏହି ବାର୍ତ୍ତା ଦେଇ ଆସୁଛନ୍ତି।
ତେବେ ମାସ୍କ ଓ ସାମାଜିକ ଦୂରତା କରୋନା…