କରୋନା ମୁକ୍ତ ହେଲା ସୋନପୁର ଜିଲ୍ଲା
ସୁବର୍ଣ୍ଣପୁର: ରାଜ୍ୟରେ କରୋନା ମୁକ୍ତ ହୋଇଛି ସୋନପୁର ଜିଲ୍ଲା । ଏହି ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଆଜି ଆରୋଗ୍ୟ ଲାଭ କରିଥିଲେ ଚିକିତ୍ସାଧୀନ ଥିବା ୭ ଆକ୍ରାନ୍ତ । ବର୍ତ୍ତମାନ ଜିଲ୍ଲାରେ ଆକ୍ଟିଭ୍ କେସ୍ ଶୂନ ।
ସୋନପୁର ଜିଲ୍ଲାରୁ ମୋଟ୍ ୪୪ ଜଣ ଭୂତାଣୁ…