ଅଲୋଡା ଶିଶୁ ପୁତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ସ୍ପେନୀୟ ଦମ୍ପତି
କୋରାପୁଟ: ରାସ୍ତା କଡରୁ ଉଦ୍ଧାର ହୋଇଥିବା ଅଲୋଡା ଶିଶୁ ପୁତ୍ରକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ସ୍ପେନୀୟ ଦମ୍ପତି।
ସୂଚନା ଅନୁଯାୟୀ ପାଖାପାଖି ୨ ବର୍ଷ ହେବ କୋରାପୁଟ ପ୍ରଶାସନ ଦ୍ବାରା ରାସ୍ତାକଡରୁ ଏକ ଶିଶ ପୁତ୍ରକୁ ଉଦ୍ଧାର କରାଯାଇଥିଲା। ଯାହା ପରେ ତାକୁ ଆଣି ଶିଶୁ ପରିଚର୍ଯ୍ୟା…