କଟକରେ ଏସ୍.ଆର୍. ଆଲକୋଭେଦ୍ କମ୍ପାନୀ ଉପରେ CBI ଚଢ଼ାଉ
କଟକ: ବ୍ୟାଙ୍କରୁ ଋଣ ନେଇ ସୁଝୁ ନଥିବା ଅଭିଯୋଗରେ କଟକ ଜଗତପୁର ସ୍ଥିତ ଏସ୍. ଆର୍. ଆଲକୋଭେଦ୍ ପ୍ରା. ଲିଃ ସଂସ୍ଥା ଉପରେ ସିବିଆଇର ଚଢ଼ାଉ । ଠକେଇ ଅଭିଯୋଗରେ ଭୁବନେଶ୍ୱର ସିବିଆଇ ଟିମ୍ ରେଡ୍ କରିଛି । ଅଭିଯୋଗ ହୋଇଛି ସଂପୃକ୍ତ ସଂସ୍ଥା ଦୁଇଟି ବ୍ୟାଙ୍କରୁ ୨୦୧୩ରେ ୭୩ କୋଟି ଟଙ୍କା ଋଣ ନେଇ ଆଉ…