Latest Odisha News

BREAKING NEWS

Browsing Tag

Sradha kapoor

ଏୟାର ହୋଷ୍ଟେସ୍‍ ହେବେ ଶ୍ରଦ୍ଧା କପୁର !

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ହେବେ ଏୟାର ହୋଷ୍ଟେସ । ଶ୍ରଦ୍ଧାଙ୍କ ପ୍ରଶଂସକ ତାଙ୍କୁ ଆଉ ମାଟିରେ ନୁହେଁ ଏଥର ଆକାଶରେ ଉଡୁଥିବାର ଦେଖିବେ । ଆପଣ ମାନେ ଭାବୁଥିବେ ବଲିଉଡରେ ଏମିତି କଣ ଅଭାବ ରହିଗଲା ଯେ, ଶ୍ରଦ୍ଧା ଏୟାର ହୋଷ୍ଟେସ ହେବାକୁ ମନ ବଳାଇଲେଣି । ତେବେ ଜାଣି…

‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ ରେ ନଜର ଆସିବେ ଶ୍ରଦ୍ଧା କପୁର

ମୁମ୍ବାଇ: ଆଗକୁ ରିଲିଜ ହେବାକୁ ଥିବା ବଲିଉଡ ଚଳଚିତ୍ର ‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର । ଶ୍ରଦ୍ଧା ଏହି ମୁଭିକୁ ନେଇ ବେଶ ଖୁସି ଓ ଏକ୍ସାଇଟେଡ଼ ଥିବା ଜଣାପଡୁଛି ।  ସୁଟିଂ ସେଟରେ ଘଟିଥିବା ଏକ ଘଟଣାରେ ନିଜର ଖୁସି  ଜାହିର କରି ପୂରା…