Latest Odisha News

BREAKING NEWS

Browsing Tag

Sri Sanyasi

ଆମ ଭିତରେ ଗଧ ଅଛି!

ଗଧଟିଏ ଗଛରେ ବନ୍ଧା ହୋଇଥିଲା । ବାବାଜୀଟିଏ ସେଇ ବାଟଦେଇ ଯାଉଥିଲେ । ପଘାରେ ବନ୍ଧା ହୋଇଥିବା ଗଧ ମୁକ୍ତି ପାଇଁ କସରତ କରୁଥିବାର ସେ ଦେଖିଲେ । ଦୟା ପାଇ ବାବାଜୀ ତା ପଘାକୁ ଖୋଲିଦେଇ ନିଜ ରାସ୍ତାରେ ଚାଲିଗଲେ । ବାସ୍ ଏଇଠୁ ଆରମ୍ଭ ହେଲା ନାଟକରୁ କ୍ଲାଇମାସ୍କ । ଗଧ ସିଧା ଦୌଡିଲା ଏକ…

କରୋନାକୁ ଭେଟିବା ପରେ…

ପାହାନ୍ତି ପାଇବାକୁ ବୋଧେ କିଛି ସମୟ ବାକି ଥାଏ । ସମ୍ମୁଖରେ ହଠାତ୍‌ ଆର୍ବିଭୂତ ହୋଇଗଲା କିମ୍ବୁତକିମାକାର କଦର୍ଯ୍ୟ ଜନ୍ତୁଟିଏ । କଳା ମଚମଚ ବିକଟାଳ ଚେହେରା । ସମଗ୍ର ଶରୀର ସପ୍ତଫେଣିର କଂଟା ପରି କଂଟାରେ ଭରପୁର । ବାମନ ରୂପ । ରକ୍ତଲଗା ଦାନ୍ତଗୁଡିକ ବେଶ୍ ବର୍ଦ୍ଧିତ ଏବଂ ତୀକ୍ଷ୍ନ । ଛୋଟ…

ଅହଲ୍ୟାଙ୍କ ଭକ୍ତି ସାଧନରେ ଶ୍ରୀରାମଙ୍କ ଭାଗିଦାରୀତା

ପାଠକେ! ଆମ ଆଧ୍ୟାତ୍ମିକ ଶାସ୍ତ୍ର ପୁରାଣରେ ଯେତେଯେତେ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗମାନ ଅଛି, ତାକୁ ଅନୁଭବ ପୂର୍ବକ ଆଲୋଚନା କଲେ ମନରେ ପରମାତ୍ମାଙ୍କ ଉଦ୍ଦେଶ୍ୟରେ ସ୍ୱତଃ ସମର୍ପଣାତ୍ମକ ଭକ୍ତିଭାବ ଜାଗ୍ରତ ହୋଇଉଠେ । ଭାଗଗ୍ରାହୀ ପ୍ରଭୁ ନିଜ ଭକ୍ତ ପାଇଁ କ’ଣ କରି ନ ପାରନ୍ତି! ବାଇଗଣ କିଆରିରେ…

ଆଜ୍ଞା, ଈଶ୍ୱରଙ୍କୁ ଦେଖିଛନ୍ତି କି?

ଈଶ୍ୱରଙ୍କ ମହିମା ଏବଂ ଲୀଳାଗୁଡିକୁ ବିଭିନ୍ନ ଶାସ୍ତ୍ର ପୁରାଣ, ଗୀତା, ଭାଗବତ, ପ୍ରବଚନ ଅବା ଅନେକ ଭକ୍ତଙ୍କ ଦିବ୍ୟାନୁଭୂତିକୁ ଶ୍ରବଣ କରିସାରିବା ପରେ ଆଧ୍ୟାତ୍ମିକ ଦୁନିଆରେ ପାଦ ଥାପୁଥିବା ଅବା ଏ ଇଲାକାରେ ଅନେକ ଦିନ ହେଲା ଘୁରି ବୁଲୁଥିବା ଜିଜ୍ଞାସୁ ଜଣଙ୍କ ମନରେ ସ୍ୱାଭାବିକ ପ୍ରଶ୍ନଟିଏ…