Latest Odisha News

BREAKING NEWS

ଆମ ଭିତରେ ଗଧ ଅଛି!

ଗଧଟିଏ ଗଛରେ ବନ୍ଧା ହୋଇଥିଲା । ବାବାଜୀଟିଏ ସେଇ ବାଟଦେଇ ଯାଉଥିଲେ । ପଘାରେ ବନ୍ଧା ହୋଇଥିବା ଗଧ ମୁକ୍ତି ପାଇଁ କସରତ କରୁଥିବାର ସେ ଦେଖିଲେ । ଦୟା ପାଇ ବାବାଜୀ ତା ପଘାକୁ ଖୋଲିଦେଇ ନିଜ ରାସ୍ତାରେ ଚାଲିଗଲେ । ବାସ୍ ଏଇଠୁ ଆରମ୍ଭ ହେଲା ନାଟକରୁ କ୍ଲାଇମାସ୍କ । ଗଧ ସିଧା ଦୌଡିଲା ଏକ…

ଭାଇରସ୍ ନୁହେଁ, ଭୈରବୀର ଡାକ ଇୟେ!

ପୃଥବୀର ୨୦୦ଟି ଦେଶରେ ବର୍ତମାନ ‘କରୋନା’ର କୋକୁଆ ଭୟ । କେବଳ, ହଁ କେବଳ ମଣିଷ ଶରୀର ହିଁ ତା’ର ମୁଖ୍ୟ ଟାର୍ଗେଟ୍ । ମଣିଷ ଉପରେ କରୋନା ଏତେ କ୍ରୋଧାନ୍ୱିତ ଯେ, ସେ ଖୋଜିଖୋଜି ମଣିଷକୁ ହିଁ ଧରୁଛି । କରୋନାର ଏହି କ୍ରୁର ରୂପ ଦେଖି ସାଧାରଣରେ ଏବେ ଆଲୋଚନା-ମାଳିକା ବର୍ଣ୍ଣିତ ଭୈରବୀ ଏହି…

କରୋନାକୁ ଭେଟିବା ପରେ…

ପାହାନ୍ତି ପାଇବାକୁ ବୋଧେ କିଛି ସମୟ ବାକି ଥାଏ । ସମ୍ମୁଖରେ ହଠାତ୍‌ ଆର୍ବିଭୂତ ହୋଇଗଲା କିମ୍ବୁତକିମାକାର କଦର୍ଯ୍ୟ ଜନ୍ତୁଟିଏ । କଳା ମଚମଚ ବିକଟାଳ ଚେହେରା । ସମଗ୍ର ଶରୀର ସପ୍ତଫେଣିର କଂଟା ପରି କଂଟାରେ ଭରପୁର । ବାମନ ରୂପ । ରକ୍ତଲଗା ଦାନ୍ତଗୁଡିକ ବେଶ୍ ବର୍ଦ୍ଧିତ ଏବଂ ତୀକ୍ଷ୍ନ । ଛୋଟ…

ଅହଲ୍ୟାଙ୍କ ଭକ୍ତି ସାଧନରେ ଶ୍ରୀରାମଙ୍କ ଭାଗିଦାରୀତା

ପାଠକେ! ଆମ ଆଧ୍ୟାତ୍ମିକ ଶାସ୍ତ୍ର ପୁରାଣରେ ଯେତେଯେତେ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗମାନ ଅଛି, ତାକୁ ଅନୁଭବ ପୂର୍ବକ ଆଲୋଚନା କଲେ ମନରେ ପରମାତ୍ମାଙ୍କ ଉଦ୍ଦେଶ୍ୟରେ ସ୍ୱତଃ ସମର୍ପଣାତ୍ମକ ଭକ୍ତିଭାବ ଜାଗ୍ରତ ହୋଇଉଠେ । ଭାଗଗ୍ରାହୀ ପ୍ରଭୁ ନିଜ ଭକ୍ତ ପାଇଁ କ’ଣ କରି ନ ପାରନ୍ତି! ବାଇଗଣ କିଆରିରେ…

କରୋନା ଓ ପ୍ରକୃତି ପୂଜା

ଏ ସୁନ୍ଦର ସୃଷ୍ଟିର ସ୍ରଷ୍ଟା ହେଉଛନ୍ତି ଈଶ୍ୱର । ଯେଉଁ ଈଶ୍ୱର ଏ ମଣିଷକୁ ମାଗଣାରେ ଜଳ, ପବନ, ଅନୁପମ ନୀଳ ଆକାଶ, ବାସ କରିବା ପାଇଁ ପ୍ରଶସ୍ତ ପୃଥିବୀ, ଉପକାରରେ ଆସୁଥିବା ଅନେକ ଗଛଲତା, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି ସେଇ ସର୍ବ ଶକ୍ତିମାନ ଈଶ୍ୱରଙ୍କୁ କେବଳ…

ଆଜ୍ଞା, ଈଶ୍ୱରଙ୍କୁ ଦେଖିଛନ୍ତି କି?

ଈଶ୍ୱରଙ୍କ ମହିମା ଏବଂ ଲୀଳାଗୁଡିକୁ ବିଭିନ୍ନ ଶାସ୍ତ୍ର ପୁରାଣ, ଗୀତା, ଭାଗବତ, ପ୍ରବଚନ ଅବା ଅନେକ ଭକ୍ତଙ୍କ ଦିବ୍ୟାନୁଭୂତିକୁ ଶ୍ରବଣ କରିସାରିବା ପରେ ଆଧ୍ୟାତ୍ମିକ ଦୁନିଆରେ ପାଦ ଥାପୁଥିବା ଅବା ଏ ଇଲାକାରେ ଅନେକ ଦିନ ହେଲା ଘୁରି ବୁଲୁଥିବା ଜିଜ୍ଞାସୁ ଜଣଙ୍କ ମନରେ ସ୍ୱାଭାବିକ ପ୍ରଶ୍ନଟିଏ…