[ଭିଡ଼ିଓ] ସୁମଦ୍ର ପାଣିରେ ମହାଦେବଙ୍କ ଜଳାଭିଷେକ
କାମ୍ବୋଇ: ମନ୍ଦିରରେ ଜଳାଭିଷେକ ହୁଏ । ହେଲେ ଥରେ ନୁହେଁ ଦିନରେ ଦୁଇ ଦୁଇ ଥର। ଜଳାଭିଷେକ କରିବା ପରେ ମନ୍ଦିରଟି ପୁଣି ଗାୟବ ହୋଇଯାଏ । ଆଉ ଯେତେବେଳେ ମନ୍ଦିର ପୁଣି ଆବିର୍ଭାବ ହୋଇଥାଏ ସେତେବେଳେ ଲାଗିଯାଏ ଶ୍ରଦ୍ଧାଳୁଙ୍କ ଭିଡ।
ଏହି ଘଟଣା ଦିନେ କି ଦୁଇ ଦିନର ନୁହେଁ ବର୍ଷ ବର୍ଷ…