ସାବଧାନ ! ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ମୋବାଇଲକୁ ଯିବ ଚାଲାଣ
ଭୁବନେଶ୍ୱର: ଆଉ ବର୍ତ୍ତି ପାରିବେନି ଟ୍ରାଫିକ ନିୟମ ଉଲ୍ଲଂଘନକାରୀ । ଟ୍ରାଫିକ ନିୟମ ମାନୁନଥିଲେ ହୋଇଯାନ୍ତୁ ସାବଧାନ । ଏଣିକି ଟ୍ରାଫିକ ନିୟମ ନମାନିଲେ ମୋବାଇଲକୁ ଯିବ ଚାଲାଣ । ଏଭଳି କଡ଼ା ନିଷ୍ପତ୍ତି ଗ୍ରହଣ କରିଛି ଟ୍ରାଫିକ ପୋଲିସ ।
ସବୁଠାରୁ ବଡ଼ କଥା ହେଲା ଯଦି ଆପଣ ୫୦ କିମିରୁ ଅଧିକ…