ପୁଣି ଛାତ୍ରଙ୍କୁ ମାଡ ମାରି ଫସିଲେ ପ୍ରଧାନଶିକ୍ଷକ
ଯାଜପୁର:ପ୍ରଧାନ ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର।ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ହିସ୍ପିଟାଲରେ ଭର୍ତି କରାଯାଇଛି।ଆହତ ଛାତ୍ର ଜଣକ ହେଉଛନ୍ତି ଯାଜପୁର ବିଂଝାରପୁର ମଲିଆ ଫତେପୁର ବରୁଣେଇ ହାଇସ୍କୁଲର ଦଶମ ଶ୍ରେଣୀର ଗୌରଭ ସେଠୀ।
ସେ ଆଜି ସ୍କୁଲରେ ପାଠ ପଢିବା ସମୟରେ ଶିକ୍ଷକଙ୍କ ପ୍ରଶ୍ନର…