କଟକକୁ କଳଙ୍କିତ କଲେ ୩ ବିଧାୟକ: ସୁବାସ ସିଂ
ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ନେଇ ବର୍ଷିଛନ୍ତି କଟକ ମେୟର ସୁବାସ ସିଂ । ୩ ବିଧାୟକ କଟକକୁ କଳଙ୍କିତ କଲେ ସେ କହିଛନ୍ତି ।
କଟକ ଜିଲ୍ଲାର ୩ ବିଧାୟକଙ୍କ ନାଁ ନେଇ ବର୍ଷିଛନ୍ତି ସୁବାସ । ସୌଭିକ ବିଶ୍ବାଳ, ଦେବୀରଞ୍ଜନ ତ୍ରିପାଠୀ ଓ ସୋଫିଆ ଫିର୍ଦ୍ଦୋସ ୩ଜଣ କଟକକୁ…