Latest Odisha News

BREAKING NEWS

Browsing Tag

Sudam Marandi

ନବୀନ ନିବାସରୁ ଗଲା ଫୋନ୍, ମନ୍ତ୍ରୀ ହେବେ ଆରୁଖଙ୍କ ସହ ସୁଦାମ ଓ ସାରଦା

ଭୁବନେଶ୍ୱର: ନବୀନଙ୍କ ମନ୍ତ୍ରିମଣ୍ଡଳରେ କେଉଁ ୩ ଜଣ ସାମିଲ୍ ହେବେ ? ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ନବୀନ ନିବାସରୁ ୩ ଜଣଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ପାଇଁ ଫୋନ୍ ଯାଇଛି । ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ବିକ୍ରମ କେଶରୀ ଆରୁଖଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପାଇଁ…

ବନ୍ୟାରେ ବୁଡିଛି ମାଲକାନଗିିରିର ୯୩୩ ଗାଁ, ଭାଙ୍ଗିଛି ୩୨୧ ଘର

ମାଲକାନଗିରି: ମାଲକାନଗିରିରେ ବନ୍ୟା ସ୍ଥିତିରେ ଧୀରେ ଧୀରେ ଆସୁଛି ସୁଧାର । ବର୍ଷା କମିଛି, ହେଲେ ଏବେବି ଅନେକ ଅଂଚଳ ପାଣି ଘେରରେ ରହିଛି । ଏନେଇ ଆଜି ଆକାଶ ମାର୍ଗରୁ ବନ୍ୟାଂଚଳର ଅନୁଧ୍ୟାନ କରିଛନ୍ତି ରଜସ୍ୱ ମନ୍ତ୍ରୀ ସୁଧାମ ମାରାଣ୍ଡି ଓ ଏସ୍‌ଆର୍‌ସି । ବନ୍ୟାରେ ମାଲକାନଗରିରି…

୯ରେ ଆଉ ଏକ ଲଘୁଚାପ, ସତର୍କ ରହିବାକୁ ଜିଲ୍ଲାପାଳଙ୍କୁ ରାଜସ୍ୱମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେଉଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷାର ଆକଳନ କରାଯାଇଛି । ଏଥିପାଇଁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଣି । ଯଦି କେଉଁଠି ବର୍ଷା ଜନିତ ସମସ୍ୟା ଉପୁଜିଲା ତେବେ…

ଜବର ଦଖଲକାରୀଙ୍କ କବଳରେ ୧୯,୦୦୦ ଏକର ସରକାରୀ ଜମି

ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୧୯,୪୫୦ ଏକର ସରକାରୀ ଜମି ଜବରଦଖଲ ହୋଇଥିବା ନେଇ ଗୁରୁବାର ଦିନ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ପ୍ରକାଶ କରିଛନ୍ତି । ବିଧାନସଭାରେ ଗୁରୁବାର ଦିନ ଗୃହର ପ୍ରଶ୍ନକାଳ ସମୟରେ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର…