Latest Odisha News
Browsing Tag

sudan clash

ସୁଡାନରେ ସେନା ଓ ପାରାମିଲିଟାରୀ ମଧ୍ୟରେ ସଂଘର୍ଷ ଜାରି, ଏୟାର ଷ୍ଟ୍ରାଇକରେ ୨୨ ମୃତ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଅଶାନ୍ତ ହେଉଛି ସୁଡାନ। ଏଠାରେ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଛି ହିଂସା। ସୁଡାନ ସେନା ଏବଂ ପାରାମିଲିଟାରୀ ରାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ମଧ୍ୟରେ ଗୋଟିଏ ସପ୍ତାହ ହେଲାଣି ସଂଘର୍ଷ ଚାଲିଆସୁଛି। ଏହି ସଂଘର୍ଷ ମଧ୍ୟରେ ସୁଡାନର ଓମଡୁରମନ ସହରରେ ଏକ…