ସୁଦର୍ଶନଙ୍କ ବାଲୁକା କଳାରେ ଚକା ଆଖି, ତିନି ରଥ ଓ ଶ୍ରୀଜିଉ
ପୁରୀ : କରୋନା ସଂକ୍ରମଣ ପାଇଁ ଭକ୍ତକୁ ବଡ ଦାଣ୍ଡ ମନା । ଗୁଣ୍ଡିଚା ପରି ବାହୁଡାରେ ବି ରଥ ଉପରେ ସେଇ ଚକା ଆଖିକୁ ଦେଖିବାର ସୁଯୋଗ ନାହିଁ । ସେପଟେ ବେଳାଭୂମିରେ ନିଜ ବାଲୁକା କଳା ମାଧ୍ୟମରେ ଚକା ଆଖି, ତିନି ରଥ ଓ ତିନି ଠାକୁରଙ୍କୁ ଦର୍ଶାଇଛନ୍ତି ।
ବାହୁଡା ଯାତ୍ରା ଅବସରରେ…