ଧାରାବାହିକ ଉପନ୍ୟାସ : ସୁଲୋଚନା (୫୭)
ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ଯେଉଁ ପୁତ୍ର ପିତାଙ୍କର ଆଦେଶ ଅବମାନନା କରେ ଈଶ୍ୱର ମଧ୍ୟ ତାଙ୍କୁ ଭଲପାଆନ୍ତି ନାହିଁ। ପ୍ରଭୁଙ୍କ ହାତରେ ମୃତ୍ୟୁ ହେଲେ , ମୋଠାରୁ ଅଧିକ ଭାଗ୍ୟବାନ ବା କିଏ ହେବ! ଯୁଦ୍ଧ କରି ବୀର ପରି ମୃତ୍ୟୁ ହେଉ। " ଏହିପରି କହି ମେଘନାଦ…