ଆଉ ନିର୍ବାଚନ ଲଢିବେନି ସୁର ରାଉତରାୟ; ତାଙ୍କ ଜାଗାରେ ଲଢିବେ ପୁଅ
ଭୁବନେଶ୍ୱର: ନିର୍ବାଚନରୁ ସନ୍ୟାସ ନେବେ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ । ୨୦୨୪ ନିର୍ବାଚନ ଲଢିବେନି ଜଟଣୀ ବିଧାୟକ । ଏକଥା ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଘୋଷଣା କରିଛନ୍ତି ସୁର ରାଉତରାୟ । ନିଜ ବୟସ ହୋଇ ଯାଇଥିବାରୁ ସେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ସୁର ।
ସୁର…