ମାମୁଁଘର ଗାଁରେ ଭଣଜାର ସନ୍ଦେହଜନକ ମୃତ୍ୟୁ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଗୁଣପୁର ଫାଣ୍ଡି ଅଞ୍ଚଳର ନୁନରେସ୍ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମାମୁଁଘର ଗାଁକୁ ଯାଇ ଭଣଜାର ଆତ୍ମହତ୍ୟା କରିଥିବା ଘଟଣାକୁ ନେଇ ଥୁଆମୂଳ ରାମପୁର ଥାନାରେ ଅଭିଯୋଗ ହୋଇଛି।
ସୂଚନା ଅୁସାରେ, ଥୁଆମୂଳ ଭଟାଗୁଡା ଗ୍ରାମର…