ସରିଲା ସୁଟିଂ, ଏକାଠି ନଜର ଆସିବେ ସ୍ୱୟମ-ପ୍ରକୃତି
ଭୁବନେଶ୍ୱର: ଖୁବଶୀଘ୍ର ଏକାଠି ନଜର ଆସିବେ ଓଲିଉଡ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଗାୟକ ସ୍ୱୟମ୍ ପାଢ଼ୀ । ଏନେଇ ସେ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଉଭୟ ତାଙ୍କ ସୁଟିଂ ସେଟ୍ର ଫଟୋ ଏବଂ ଭିଡ଼ିଓକୁ ଇନ୍ଷ୍ଟାଗ୍ରାମରେ ଶେଆର କରିଛନ୍ତି ।
ଏକ କଭର୍ ଗୀତରେ ଏକାଠି ନଜର ଆସିବେ…