ସୁମିତ-ତପସ୍ୱିନୀ ବିବାହ ବିବାଦ : କୋର୍ଟ ଦେଲେ ଆହୁରି ସମୟ
ବ୍ରହ୍ମପୁର : ତୁଟିବ କି ଡାକ୍ତର ସୁମିତ-ତପସ୍ୱିନୀ ବିବାହ ବିବାଦ । କୋର୍ଟ ପୁଣି ଦେଲେ ୯୦ ଦିନର ମହଲତ । ଏହି ସମୟ ମଧ୍ୟରେ ଉଭୟ ଚାହିଁଲେ , ସେମାନଙ୍କ ମଧ୍ୟରେ ବୁଝାମୁଣା କରି ମୀମାଂସା କରିପାରିଲେ କୋର୍ଟକୁ ଅବଗତ କରିପାରିବେ ।
ଡାକ୍ତର ସୁମିତ୍-ତପସ୍ବିନୀ ବିବାଦ ଘଟଣାରେ ଉଭୟ ପରିବାର…