Latest Odisha News

BREAKING NEWS

Browsing Tag

testedpositive

କରୋନା ଅପଡେଟ୍ ‌; କୋଭିଡ୍‌-୧୯ରେ ସଂକ୍ରମିତ ୫୩ ସାମ୍ବାଦିକ !

ମୁମ୍ବାଇ: ଦେଶବାସୀଙ୍କୁ କରୋନାଭାଇରସ୍ ସମ୍ଭନ୍ଧୀୟ ଟିକ୍‌ନିକ୍ ଖବର ପହଂଚାଉଥିଲେ । ହେଲେ ଏବେ ଖୋଦ ସେମାନେ କରୋନାଭାଇରସରେ ସଂକ୍ରମିତ । ଜଣେ କି ଦୁଇଜଣ ନୁହେଁ ବରଂ କୋଭିଡ୍‌-୧୯ ରେ ସଂକ୍ରମିତ ମୁମ୍ବାଇର ୫୩ ଜଣ ସାମ୍ବାଦିକ । ଏପରି ଘଟଣା ସାରା ଦେଶ ସମେତ ଗଣମାଧ୍ୟମ ଜଗତରେ ସୃଷ୍ଟି କରିଛି…

ମାନିଲେନି କରୋନା ଚେତାବନୀ; ୪୪ଜଣଙ୍କ ଟେଷ୍ଟ ପଜିଟିଭ !

ଟେକ୍ସାସ୍‌ (ୟୁଏସ୍‌): ବୟସ ୨୦ ବର୍ଷରୁ ସାମାନ୍ୟ ଅଧିକ । କରୋନାଭାଇରସ୍ ଚେତାବନୀକୁ ନ ମାନି ଛୁଟି କଟାଇବାକୁ ଯାଇଥିଲେ ୭୦ ଜଣ । ହେଲେ ଫେରିଲାବେଳକୁ ୪୪ଜଣ ସାଥିରେ ନେଇ ଆସିଥିଲେ କୋଭିଡ୍‌-୧୯ ଭୂତାଣୁ । Dozens of spring breakers chartered a plane for a trip to Mexico,…