କରୋନା ମୁକାବିଲା ପାଇଁ ପୁରୀ ପୋଲିସର ସତର୍କତା, କୋଭିଡ ନିୟମ ମାନିବାକୁ ପରାମର୍ଶ, ମାସ୍କ ଚେକିଂ କଡାକଡ଼ି
ପୁରୀ: କରୋନା ମୁକାବିଲା ପାଇଁ ପୁରୀ ପୋଲିସ ପକ୍ଷରୁ ପୁଣିଥରେ ମାସ୍କ ଚେକିଂକୁ କଡାକଡି କରାଯାଇଛି । ବିଶେଷ କରି ଶ୍ରୀମନ୍ଦିର ଚତୁଃପାର୍ଶ୍ଵ, ଶ୍ରୀକ୍ଷେତ୍ରର ପ୍ରମୁଖ ଛକରେ ସକାଳେ ଓ ସନ୍ଧ୍ୟାବେଳେ ଦୁଇଥର କଡାକଡି ଚେକିଂ କରାଯାଉଛି । ପ୍ରାୟ ୫ଶହ ଲୋକଙ୍କୁ ସଚେତନ କରାଯିବା ସହ ମାସ୍କ…