କେତେ ମାରାତ୍ମକ ଟିଣ୍ଡର୍ ଆପ୍ଲିକେସନ୍ ?
ଭୁବନେଶ୍ୱର: ସଂପର୍କ ଯୋଡିବାକୁ ଡିଜିଟାଲ୍ ମାଧ୍ୟମ ଟିଣ୍ଡର୍ ଆପ୍ଲିକେସନ୍ । ଆଉ ଆବଶ୍ୟକତା ପଡୁନି ପ୍ରତ୍ୟକ୍ଷ ଭାବେ ଚିହ୍ନିବା କି ପରିଚିତ ହେବା । ବାସ୍ ଆପ୍ଲିକେସନ୍ ଡାଉନ୍ଲୋଡ୍ କରନ୍ତୁ, ଲଗ୍ ଇନ୍ କରି ଚାଟ୍ କରନ୍ତୁ । ପରେ ଦେଖା ସାକ୍ଷାତ କିମ୍ବା ଯାହାକୁ ଆମେ ଡେଟିଂ ଭାବେ ନାମିତ…