୫ ଲକ୍ଷ ଟଙ୍କା ଜୋରିମାନା ଦେବେ ଟିଏମ୍ସି ସୁପ୍ରିମୋ
କୋଲକାତା: ଟିଏମ୍ସି ସୁପ୍ରିମୋଙ୍କ ଆବେଦନକୁ ଜଷ୍ଟିସ କୌଶିକ ଚାନ୍ଦ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଚାରପତିଙ୍କ ପ୍ରତ୍ୟାଖ୍ୟାନ ପାଇଁ ମମତା ବାନାର୍ଜୀଙ୍କୁ ୫ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିବ ବୋଲି ସୂଚନା ମିଳିଛି।
ବୁଧବାର ଦିନ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ…