Latest Odisha News
Browsing Tag

to have taken

୧୧ ଥର କରୋନା ଟିକା ନେଲେଣି ୮୪ ବର୍ଷୀୟ ବୃଦ୍ଧ

ନୂଆଦିଲ୍ଲୀ: ଦେଶରେ ଅନେକ ଲୋକ ଏବେ ବି ସେମାନଙ୍କର ଦ୍ବିତୀୟ ଡୋଜ କୋଭିଡ ଟିକାକରଣର କରିନାହାନ୍ତି। ଏହା ଭିତରେ ଏକ ଚହଳ ସୃଷ୍ଟି କଲା ଭଳି ଖବର ଶୁଣିବାକୁ ମିଳିଛି। ବିହାରର ଜଣେ ୮୪ ବର୍ଷ ବୟସ୍କ ବ୍ୟକ୍ତି ୧୧ଟି କୋଭିଡ ଟିକା ନେଇଥିବାର ଦାବି କରିଛନ୍ତି। ବିହାର ମାଧେପୁରା ଜିଲ୍ଲାର…