ପଢିବା ପାଇଁ ନ୍ୟୁୟର୍କ ଗଲେ ଖୁସି କପୁର
ମୁମ୍ବାଇ : ଖୁସି କପୁର ଗୋଟିଏ ସେମିଷ୍ଟାର କୋର୍ସ ପାଇଁ ଲି ଷ୍ଟାରସବର୍ଗ ଥିଏଟର ଏବଂ ଚଳଚ୍ଚିତ୍ର ପ୍ରତିଷ୍ଠାନ, ନ୍ୟୁୟର୍କକୁ ଯାଇଛନ୍ତି । ସେ ୟୁଏସ୍ ରୁ ଆକ୍ଟିଙ୍ଗ କୋର୍ସ ସାରି ଫେରିବା ପରେ ତାଙ୍କୁ ହିନ୍ଦୀ ଫିଲ୍ମପାଇଁ ଲଞ୍ଚ କରାଯିବ । ଦିବଂଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ଫିଲ୍ମ…