ଅନୁବାଦ ଗଳ୍ପ : ରାବୀ ଆର ପାରି
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩
ମୂଳ ହିନ୍ଦୀ: ଗୁଲଜାର
ଓଡ଼ିଆ ରୂପାନ୍ତରଣ: ସୁଭାଷ ଶତପଥୀ
ମୁଁ ଜାଣି ପାରେନି, ଦର୍ଶନ ସିଂହ କେମିତି ପାଗଳ ହୋଇ ଯାଇନଥିଲା! ତା’ ବାପା ଘର ଭିତରେ ଥାଇ ମଲା । ତା’ ମା’ ଗୁରୁଦ୍ୱାରାର ସେଇ ଧ୍ୱଂସସ୍ତୂପ ଭିତରେ କୁଆଡ଼େ ହଜି ଯାଇଥିଲା…