ପ୍ରଣବ ମୁଖାର୍ଜୀଙ୍କୁ ପୁରୀ ବିଜେପି ପକ୍ଷରୁ ଶ୍ରଦ୍ଧାଂଜଳି
ପୁରୀ: ପୁରୀ ବିଜେପି ପକ୍ଷରୁ ବଗଲା ବଂଚାଅ ଆନ୍ଦୋଳନ ସ୍ଥଳରେ ଆଜି ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କର ବିୟୋଗରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଦଳ ପକ୍ଷରୁ ପ୍ରଥମେ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା।…